ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମ ଅନୁଯାୟୀ ଯେଉଁ ବ୍ୟକ୍ତି ଭକ୍ତି ମନ ଭାବରେ ମା’ ଲକ୍ଷ୍ମୀଙ୍କର ପୂଜା କରିଥାନ୍ତି । କଦାପି ସେମାନଙ୍କ ଘରେ ଧନ କମ ହୋଇନଥାଏ । ଧନର ଦେବୀ ରୂପେ ମା’ ଲକ୍ଷ୍ମୀ ପ୍ରସିଦ୍ଧ । ତାଙ୍କ ଆର୍ଶିବାଦରେ ଭିକାରୀ ବି କୋଟିପତି ହୋଇଯାଇଥାଏ ।
ମଣିଷ ଜୀବନରେ ଶୁକ୍ର ଗ୍ରହର ବଡ ମହତ୍ୱ ଅଛି । ଏହି ଗ୍ରହକୁ ଖୁସି କରିବା ପାଇଁ ମା’ ଲକ୍ଷ୍ମୀଙ୍କର ପୂଜନ କରାଯାଇଥାଏ । ମା’ ଲକ୍ଷ୍ମୀଙ୍କ ପୂଜା ଦ୍ୱାରା କେବଳ ଧନ ସମ୍ପତ୍ତି ଲାଭ ହୋଇନଥାଏ । ବରଂ ବ୍ୟକ୍ତି ବିଳାସପୂର୍ଣ୍ଣ ଜୀବନ ଅତି ବାହିତ କରିଥାନ୍ତି । ଶୁକ୍ର ଗ୍ରହ ସବୁଠାରୁ ଚମକଦାର ଏବଂ ପ୍ରେମର ପ୍ରତିକ ।
ଯଦି ଆପଣଙ୍କ ଜୀବନରେ ଆର୍ଥିକ ସମସ୍ୟା ରହିଛି, ତେବେ ଶୁକ୍ରବାର ଦିନ ଖୀର ଏବଂ ମିଶିରି ଭୋଗ ଲଗାନ୍ତୁ । ଏହାସହିତ ସଧବା ମହିଳାଙ୍କୁ ସୁହାଗ ଜିନିଷ ଦାନ କରନ୍ତୁ । ଏହା ଶୁଭ ହୋଇଥାଏ ।