RELIGION ଆସନ୍ତାକାଲି ଅଁଳା ନବମୀ, ରାଧାପାଦ ଦର୍ଶନକୁ ଅନୁମତି କିନ୍ତୁ ସ୍ପର୍ଶ ମନା ATRNEWS BUREAU 01 Nov 2022 ପୁରୀ (ଏଟିଆର ବ୍ୟୁରୋ): ଆସନ୍ତାକାଲି ପବିତ୍ର ଅଁଳା ନବମୀ । କରୋନା କଟକଣା କୋହଳ ହେବା ପରେ ଚଳିତବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ସାକ୍ଷୀଗୋପାଳ ମନ୍ଦିର ପରିସରରେ ଅଁଳା ନବମୀ ଅନୁଷ୍ଠିତ ହେବ । ... Read More »