ବାହାନଗା ଟ୍ରେନ ଦୁର୍ଘଟଣା: ଭୁବନେଶ୍ୱର ଏମ୍ସରେ ୧୧୧ଟି ମୃତଦେହ ଚିହ୍ନଟ, ଆହୁରି ରହିଛି ୮୨ ମୃତଦେହ
ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବ ଚିହ୍ନଟ ଜାରି ରହିଛି । ବିଭିନ୍ନ ରାଜ୍ୟରୁ ସମ୍ପର୍କୀୟ ଆସି ମୃତଦେହ ଚିହ୍ନଟ କରୁଛନ୍ତି । ଭୁବନେଶ୍ୱରକୁ ଆସିଥିବା ମୋଟ ...