ନୂଆ ଫିଲ୍ମ ‘ପାଟନା ଶୁକ୍ଳା’ ର ଘୋଷଣା କଲେ ଅର୍ବାଜ, ମଲାଇକା ଦେଲେ ରିଆକ୍ସନ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡ ଷ୍ଟାର ଦମ୍ପତି ମଲାଇକା ଅରୋରା ଏବଂ ଅର୍ବାଜ ଖାଁ ଦୁହେଁ ଦୁହିଁଙ୍କଠାରୁ ଅଲଗା ହୋଇଯାଇଛନ୍ତି ସତ କିନ୍ତୁ ଦୁହେଁ ଦୁହିଁଙ୍କ ଖୁସୀରେ ଅଭିନନ୍ଦନ ଜଣାଇବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ ...