ଦେଶର ନୂତନ ସିଏଜି ହେଲେ ଗିରିଶ ଚନ୍ଦ୍ର ମୁର୍ମୁ, ଆସନ୍ତାକାଲି ନେବେ ଶପଥ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜମ୍ମୁ-କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ରହିଥିବା ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଦେଶର ନୂତନ ନିୟନ୍ତ୍ରକ ଏବଂ ମହାଲେଖା ପରୀକ୍ଷକ (ସିଏଜି) ପଦରେ ନିଯୁକ୍ତି କରାଯାଇଛି । ଆସନ୍ତାକାଲି ମାନେ ଶନିବାର ସିଏଜି ...