ଝାରସୁଗୁଡା ବିମାନବନ୍ଦରର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ପୱନ କୁମାର
ଝାରସୁଗୁଡା (ଏଟିଆର ବ୍ୟୁରୋ): ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକଙ୍କ ବଦଳି ହୋଇଛି । କିଶୋର କୁମାର ସେନାପତିଙ୍କ ସ୍ଥାନରେ ପୱନ କୁମାର ଜୁଟସୀଙ୍କୁ ନିଯୁକ୍ତି ଦିଆଯାଇଛି । ନୂତନ ନିର୍ଦ୍ଦେଶକ ଭାବେ ...