ନୂଆବର୍ଷରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କରୁଛି ବଡ ପରିବର୍ତ୍ତନ,ଏଟିଏମ୍ ରୁ ଟଙ୍କା ଉଠାଇଲେ ଫୋନ୍ କୁ ଆସିବ ଓଟିପି
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାତି ପାହିଲେ ନୂଆବର୍ଷ । ସେପଟେ ନୂତନ ବର୍ଷରେ ବିଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ପରିବର୍ତ୍ତନ କରାଯିବ । ସେହିପରି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏକ ...