ODISHA ଧାମନଗରବାସୀ ନିର୍ବାଚିତ କରୁଛନ୍ତି ନୂତନ ବିଧାୟକ: ଦିନ ୧୧ଟା ସୁଦ୍ଧା ୨.୩୭ ପ୍ରତିଶତ ଭୋଟିଂ ATRNEWS BUREAU 03 Nov 2022 ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି ଧାମନଗର ଉପନିର୍ବାଚନ । ସୁରୁଖୁରୁରେ ମତଦାନ କରୁଛନ୍ତି ଧାମନଗରବାସୀ । ସକାଳ ୭ଟାରୁ ଭୋଟ ଆରମ୍ଭ ହୋଇଥିବା ବେଳେ ସକାଳ ୧୧ଟା ସୁଦ୍ଧା ୨୨.୩୭ ପ୍ରତିଶତ ମତଦାନ ହୋଇଛି ... Read More »