ODISHA ପରଲୋକରେ ବିଶିଷ୍ଟ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ୱାଳ ATRNEWS BUREAU 11 Jan 2022 ସମ୍ବଲପୁର (ଏଟିଆର ବ୍ୟୁରୋ): ବିଶିଷ୍ଟ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ପରଲୋକ ଘଟିଛି । ସମ୍ବଲପୁର ଜିଲ୍ଲା ବାରଡୁଙ୍ଗୁରୀ ସ୍ଥିତ ବାସଭବନରେ ଆଜି ସକାଳୁ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ... Read More »