ଜାତକରେ ଗ୍ରହ ଦଶା ଠିକ୍ କରିବା ପାଇଁ ଗୁରୁବାର କରନ୍ତୁ ଭଗବାନ ବିଷ୍ଣୁ ଏବଂ ବୃହସ୍ପତିଙ୍କ ଆରତୀ
ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ସପ୍ତାହର ପ୍ରତ୍ୟେକ ଦିନ ର ଅଲଗା ଅଲଗା ମହତ୍ୱ ରହିଛି । ପ୍ରତ୍ୟେକ ଦିନ ବିଭିନ୍ନ ଦେବା-ଦେବୀଙ୍କୁ ସମର୍ପିତ କରାଯାଇଛି । ସେହିପରି ଗୁରୁବାର ଭଗବାନ ବିଷ୍ଣୁ ...