ଟ୍ୱିଟରରେ ବିଶ୍ୱର ସବୁଠାରୁ ଅଧିକ ସକ୍ରିୟ ରାଜନେତା ହୋଇଛନ୍ତି ମୋଦି
ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟୁଇଟା ଆକାଉଣ୍ଟ ବ୍ୟାନ ହେବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଜଣାତରେ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି ।ମୋଦିଙ୍କ ଟ୍ୱିଟରରେ ଫଲୋଅପ ସଂଖ୍ୟା ୬୪.୭ ମିଲିୟନ ...