ଆଗ୍ରା ମେଟ୍ରୋ ପ୍ରକଳ୍ପ ନିର୍ମାଣ କରିବେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଳୀ(ଏଟିଆର ବ୍ୟୁରୋ):ଆସନ୍ତା କାଲି ନରେନ୍ଦ୍ର ମୋଦି ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଆଗ୍ରା ମେଟ୍ରୋ ପ୍ରକଳ୍ପର ଉଦ୍ଘାଟନ କରିବେ ।ପରିବେଶ ଅନୂକୂଳ ଏହି ପ୍ରକଳ୍ପ ତାଜମେହଲ, ଆଗ୍ରା ପୋର୍ଟ ଭଳି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ସମେତ ସହରର ...