ରିୟା ଓ ଭାଇ ଷୌଭିକଙ୍କ ଜାମିନ ଖାରଜ କଲା ସେସନ କୋର୍ଟ, ବେଲ ପାଇଁ ଯାଇ ପାରନ୍ତି ବମ୍ବେ ହାଇ କୋର୍ଟ
ମୁମ୍ବାଇ(ଏଟିଆର ବ୍ୟୁରୋ):ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ପାଇଁ ରିୟାଙ୍କୁ ହାଜତ ନିଆଯାଇଥିଲା । ତେବେ ବେଲ ପାଇଁ ତାଙ୍କ ଓକିଲ ସେସନ କୋର୍ଟରେ ଆବେଦନ କରିଥିଲେ ହେଲେ ସେସନ ...