ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଲକଡାଉନ ସମୟରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ଆଜିକୁ ବିତି ଗଲାଣି ଅଭିଯୋଗର ୯ ଦିନ। ହେଲେ ଦୋଷୀକୁ ମିଳୁନି ଦଣ୍ଡ । ଏହି ଘଟଣାରେ ଜଡିତ ଅଛନ୍ତି ୭ ଜଣ ଅଭିଯୁକ୍ତ ,ରକ୍ଷତ ସାଜି ସୁରକ୍ଷା ଦେଉଥିବା ପୋଲିସ ସାଜିଥିଲା ଭକ୍ଷକା ଜଣେ ପୋଲିସ କର୍ମଚାରୀ ମଧ୍ୟ ଏଥିରେ ସାମିଲ ଅଛନ୍ତି । ଅଭିଯୋଗର ୯ ଦିନ ପରେ ବି ପୋଲିସ ଅପରାଧୀକୁ ନିଜ ଅଧୀନରେ ଆଣି ପାରି ନାହିଁ । ଜଣେ ପୋଲିସ କର୍ମଚାରୀଙ୍କ ସମେତ ୭ ଅଭିଯୁକ୍ତଙ୍କ ମଧ୍ୟରୁ କୌଣସି ଜଣକୁ ବି ଏପର୍ୟ୍ୟନ୍ତ ଗିରଫ କରିବାକୁ ସକ୍ଷମ ହୋଇପାରିନି କମିଶନରେଟ୍ ପୋଲିସ୍ ।
ସେପଟେ ଅଭିଯୁକ୍ତଙ୍କ ସବୁ ପ୍ରମାଣ ଥାଇ ମଧ୍ୟ କମିଶନରେଟ୍ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିନି । ଏହି ବାବଦରେ ସ୍ୱର ଉଠାଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ସହ ଆଲୋଚନା କରିଛନ୍ତି ପୀଡ଼ିତାଙ୍କ ଓକିଲ । ଏଭଳି ସ୍ଥିତିରେ ପୋଲିସର କାର୍ୟ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ପୀଡ଼ିତାଙ୍କ ଓକିଲ । ଘଟଣାରେ ଜଣେ ପୋଲିସ କର୍ମଚାରୀଙ୍କ ସଂପୃକ୍ତ ଥିବାରୁ ମାମଲାକୁ ଚାପି ଦେବାକୁ କମିଶନରେଟ୍ ପୋଲିସ ଉଦ୍ୟମ କରୁଛି ବୋଲି ଆରୋପ ଲଗାଇଛନ୍ତି । ଏହା ପରେ ପୀଡ଼ିତାଙ୍କ ମାଆ ଯେଉଁ ଗଣମାଧ୍ୟମ ସଂସ୍ଥାରେ ଚାକିରି କରୁଥିଲେ ସେଇ ଗଣମାଧ୍ୟମ ସଂସ୍ଥାର ୨ଜଣ କର୍ମଚାରୀ ମଧ୍ୟ ଏହି ଦୁଷ୍କର୍ମ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ତେବେ ଏପର୍ଯ୍ୟନ୍ତ କମିସନରେଟ ପୋଲିସ ଦ୍ୱାରା କୌଣସି କଡା କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024