NATIONAL NEWS ୟୁପିରେ ଲାଗୁ ହେବ କମିଶନର ସିଷ୍ଟମ ATRNEWS BUREAU 11 Jan 2020 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷେ୍ନø ଏବଂ ନୋଏଡା ରେ ପୋଲିସ କମିଶନର ସିଷ୍ଟମ ଲାଗୁ ହେବ । ମୁଖ୍ୟମନ୍ତ୍ରୀ ଭବନରେ ହୋଇଥିବା ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ଲଗାଯାଇଛି । ... Read More »
NATIONAL NEWS ମମତାଙ୍କ ଦୋମୁହାଁ ନୀତି ! ATRNEWS BUREAU 09 Jan 2020 କୋଲକାତା(ଏଟିଆର ବ୍ୟୁରୋ): ସିଏଏକୁ ଆରମ୍ଭରୁ ବିରୋଧ କରି ଆସୁଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଏଏକୁ ନେଇ ହେଉଥିବା ବିରୋଧୀ ଦଳ ବୈଠକରେ ଯୋଗ ଦେବେ ନାହିଁ ବୋଲି ସୂଚନା ଦେଇଛନ୍ତି । ତାଙ୍କ ... Read More »
NATIONAL NEWS ଘରେ ବସି ଭୋଟ ଦେଇ ପାରିବେ ଦିଲ୍ଲୀର ବରିଷ୍ଠ ନାଗରିକ ATRNEWS BUREAU 06 Jan 2020 ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ରାଜଧାନୀ ଦିଲ୍ଲୀର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ଆସନ୍ତା ଫେବୃଆରୀ ୮ତାରିଖରେ ଦିଲ୍ଲୀର ସମସ୍ତ ୭୦ଟି ଆସନ ପାଇଁ ଗୋଟିଏ ପର୍ଯ୍ୟୟରେ ହିଁ ମତଦାନ କରାଯିବ । ... Read More »
NATIONAL NEWS ବାଜିଲା ଦିଲ୍ଲୀ ନିର୍ବାଚନ ବିଗୁଲ , ଫେବୃଆରୀ ୮ ରେ ନିର୍ବାଚନ ATRNEWS BUREAU 06 Jan 2020 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ରାଜଧାନୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି । ଏନେଇ ଆଜି ସୂଚନା ଦେଇଛନ୍ତି ଦିଲ୍ଲୀ ନିର୍ବାଚନ କମିଶନର ସୁନୀଲ ... Read More »
NATIONAL NEWS ଦିଲ୍ଲୀ ନିର୍ବାଚନ ପୂର୍ବରୁ ଅମିତ୍ ଶାହାଙ୍କ ବଡ ଘୋଷଣା ATRNEWS BUREAU 06 Jan 2020 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିଲ୍ଲୀ ବିଧାନସଭା ନିର୍ବାଚନ ହେବା ପୂର୍ବରୁ ଗୃହମନ୍ତ୍ରୀ ଅମିତ୍ ଶାହା ଏକ ବଡ ଘୋଷଣା କରିଛନ୍ତି । ଅମିତ୍ ଶାହା କହିଛନ୍ତି , ଦିଲ୍ଲୀର ଝୁମ୍ପୁଡିରେ ରହୁଥିବା ଲୋକଙ୍କୁ ମୁଁ ... Read More »
NATIONAL NEWS ଜେଏନୟୁ ଘଟଣାକୁ ସାରା ଦେଶରେ ନିନ୍ଦା ATRNEWS BUREAU 06 Jan 2020 ଜେଏନୟୁରେ ମୁଖା ପିନ୍ଧି ଆକ୍ରମଣ ଘଟଣାକୁ ଏବେ ସାରା ଦେଶରେ ବିରୋଧ କରାଯାଉଛି । ବିଭିନ୍ନ ଛାତ୍ର ସଂଠନ ପକ୍ଷରୁ ମଧ୍ୟ ଏହାକୁ ନିନ୍ଦା କରାଯିବା ସହିତ ଆନ୍ଦୋଳନ କରାଯାଉଛି । ବିଭିନ୍ନ ରାଜନୈତିକ ... Read More »
NATIONAL NEWS ରାଷ୍ଟ୍ରପତି ପଦ ପାଇଁ ଶରଦ ପୱାରଙ୍କ ନାଁ ଚର୍ଚ୍ଚାରେ ATRNEWS BUREAU 06 Jan 2020 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୨୦୨୨ ରେ ହେବାକୁ ଥିବା ରାଷ୍ଟ୍ରପତି ପଦ ପାଇଁ ଏନସିପି ସୁପ୍ରିମୋ ଶରଦ ପୱାରଙ୍କ ନାଁ ଆଗରେ ରହିଛି । ଶିବସେନାର ବରିଷ୍ଠ ନେତା ଏବଂ ରାଜ୍ୟସଭା ସାଂସଦ ସଞ୍ଜୟ ... Read More »
NATIONAL NEWS ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ ATRNEWS BUREAU 06 Jan 2020 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ । ଏନେଇ ଆଜି ନିର୍ବାଚନ କମିଶନର ଏକ ପ୍ରେସ କନଫରେନ୍ସ ଡାକିଛନ୍ତି । ହୁଏତ ଆଜି ଅପରାହ୍ନ ସାଢେ ... Read More »
NATIONAL NEWS ୟୁପି ରେ ଆରମ୍ଭ ହେଲା ନାଗରିକତା ପାଇଁ ପ୍ରବାସୀଙ୍କ ତାଲିକ ପ୍ରସ୍ତୁତି କାର୍ଯ୍ୟ ATRNEWS BUREAU 06 Jan 2020 ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନାଗରିକତା ସଂଶୋଧନ ଅଧିନିୟମ ଅନୁଯାୟୀ ଆଫଗାନିସ୍ତାନ, ପାକିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ପ୍ରବାସୀଙ୍କୁ ଚିହ୍ନିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଉତ୍ତରପ୍ରଦେଶ ପ୍ରଥମ ରାଜ୍ୟ ଯିଏ ପ୍ରବାସୀଙ୍କୁ ନାଗରିକତା ଦେବା ... Read More »
NATIONAL NEWS ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପରେ ବିଭାଗ ବଣ୍ଟନ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ATRNEWS BUREAU 05 Jan 2020 ମୁମ୍ବାଇ(ଏଟିଆର ବ୍ୟୁରୋ):ଚଳିତ ବର୍ଷ ମହାରାଷ୍ଟ୍ରରେ ହୋଇଥିବା ନିର୍ବାଚନରେ ମହା ନାଟକ ଦେଖିବାକୁ ମିଳିଥିଲା । ତେବେ ସବୁ ନାଟକର ଅନ୍ତ ଘଟିବା ପରେ ମହାରାଷ୍ଟ୍ରରେ ପ୍ରଥମ ଥର ପାଇଁ ଉଦ୍ଧବ ଠାକରେ ସରକାର ଗଢି ... Read More »