ରୂପେ-ୟୁପିଆଇ ମାଧ୍ୟମରେ ହେଉଥିବା ନେଣ ଦେଣ ପାଇଁ ନୂଆବର୍ଷରୁ କୌଣସି ଏମଡିଆର ଶୁଳ୍କ ଲାଗିବ ନାହିଁ: ସୀତାରମଣ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଜେଟ ପୂର୍ବ ସରକାରୀ ବ୍ୟାଙ୍କ ର ପ୍ରମୁଖଙ୍କ ସହିତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରଖିଥିଲେ । ବୈଠକରେ ଏମଡିଆର ଶୁଳ୍କକୁ ନେଇ ଅର୍ଥମନ୍ତ୍ରୀ ବଡ ...