CRIME ODISHA ବୋହୂକୁ ଆକ୍ରମଣ କଲା ଶ୍ୱଶୁର ATRNEWS BUREAU 17 Feb 2019 ଯାଜପୁର (ଏଟିଆର ବ୍ୟୁରୋ); ଶ୍ୱଶୁର ବୋହୁର ସମ୍ପର୍କ ହେଉଛି ବାପା ଝିଅର ସମ୍ପର୍କ । କିନ୍ତୁ ଆଜିକା ସମାଜରେ ପାରିବାରିକ କଳହକୁ ନେଇ ପ୍ରାୟ ସମୟରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥାଏ । ଏବଂ ... Read More »
CRIME ODISHA ଯୌତୁକ ଲୋଭରେ ଶାଶୁଘର ଲୋକ ଗର୍ଭବତୀ ମହିଳାଙ୍କୁ ମାରି ଦେଇଥିବା ଅଭିଯୋଗ ATRNEWS BUREAU 16 Feb 2019 ସୋର (ଏଟିଆର ବ୍ୟୁରୋ); ଦୁନିଆ ଯେତେ ଆଗକୁ ଗଲେ ମଧ୍ୟ ଆଜିବି ଲୋକ ସେହି ରୁଗଣ ମାନସିକତା ଭିତରେ ରହିଥିବା ଦେଖିବାକୁ ମିଳିଛି । ଫଳରେ ବହୁ ଅଘଟଣ ଘଟୁଛି । ଯାହାର ଏକ ... Read More »
CRIME ODISHA ପୁଣି ଗଞ୍ଜାମରେ ଏନକାଉଣ୍ଟର ATRNEWS BUREAU 15 Feb 2019 ଗଞ୍ଜାମ (ଏଟିଆର ବ୍ୟୁରୋ); ଦିନକୁ ଦିନ ରାଜ୍ୟରେ ବଢ଼ିବାରେ ଲାଗିଛି ଅଦରାଧର ଦୁନିଆ । ତେବେ ଏଥିରେ ଗଞ୍ଜାମ ଜିଲ୍ଲା ଆଗରେ ରହିଛି । ଏଠାରେ ନିୟମିତ ଭାବରେ ପୋଲିସ ଏନକାଉଣ୍ଟଣ କରୁଥିବା ଖବର ... Read More »
CRIME ODISHA ସମ୍ବଲପୁର ମହିଳାଙ୍କୁ ପୋଡି ଘଟଣା,ଗିରଫ ହେଲେ ଶାଶୁ ଘର ଲୋକ ATRNEWS BUREAU 15 Feb 2019 ସମ୍ବଲପୁର (ଏଟିଆର ବ୍ୟୁରୋ); ହୀରାକୁଦ ଭିଏସସ କଲୋନୀରେ ଗୁରୁବାର ବେହୁଙ୍କୁ ପୋଡି ମାରୁଥିବା ଅଭିଯୋଗରେ ଶାଶୁ,ଶ୍ୱଶୂର ଏବଂ ସ୍ୱାମୀଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ଝିଅ ଜନ୍ମ ଦେବାରୁ ଶ୍ୱଶୂର ଘର ଲୋକ ... Read More »
CRIME ODISHA ବେଇମାନ ପାର୍ଟନର ATRNEWS BUREAU 14 Feb 2019 କେନ୍ଦୁଝର (ଏଟିଆର ବ୍ୟୁରୋ); ବିଶ୍ୱାସରେ ବିଷ । ସାଥୀ ହୋଇ ବିଜିନେସ କାମ କରୁଥିଲେ କିନ୍ତୁ ପାର୍ଟନର କରିଲା ଧୋକା । ଧାର କରଜ କରି ବିଜିନେସରେ ଲଗାଇଥିବା ଟଙ୍କା ଶରଗ୍ଦଗ୍ଦକ୍ଟ ନପାରି ଶେଷରେ ... Read More »
CRIME ODISHA ସ୍ତ୍ରୀକୁ ଜିଅନ୍ତା ଜାଳିଲା ସ୍ୱାମୀ ATRNEWS BUREAU 14 Feb 2019 ସମ୍ବଲପୁର (ଏଟିଆର ବ୍ୟୁରୋ); ଝିଅ ଜନ୍ମ ଦେବା କଣ ଭୁଲ? ଝିଅ କଣ ଅଭିଶାପ? ଏବେ ଉଠିଛି ଏଭଳି ପ୍ରଶ୍ନ । ଦିନକୁ ଦିନ ସମୟ ଏତେ ଆଗକୁ ଯାଇଥିଲେ ମଧ୍ୟ ଆଜିବି ଲୋକ ... Read More »
CRIME ODISHA ଖେଳ କରୁଥିଲେ ଖେଳ ଶିକ୍ଷକ ATRNEWS BUREAU 14 Feb 2019 ନୟାଗଡ (ଏଟିଆର ବ୍ୟୁରୋ); ଦିନକୁ ଦିନ ବଢ଼ିବାରେ ଲାଗିଛି ନାବାଳିକାଙ୍କ ଉପରେ ଅତ୍ୟାଚାର । ସେ ଶାରିରୀକ ହେଉ ବା ମାନସିକ । ସବୁଠି ଏଭଳି ଅତ୍ୟାଚାରର ଶିକାର ହେଉଛନ୍ତି ନାବାଳିକା । ତେବେ ... Read More »
ACCIDENTS & MISHAPS ସନ୍ଦେହ ଘେରରେ ଯୁବକ ଯୁବତୀଙ୍କ ମୃତ୍ୟୁ ATRNEWS BUREAU 14 Feb 2019 କେନ୍ଦୁଝର (ଏଟିଆର ବ୍ୟୁରୋ); ଜଙ୍ଗଲରୁ ମିଳିଲା ଯୁବକ ଯୁବତୀଙ୍କ ମୃତ ଦେହ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତେବେ ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ... Read More »
CRIME ODISHA ନାବାଳିକାଙ୍କୁ ପଇସା ବିନିମୟରେ ବାହା ହୋଇ ନାମ ନେଲେ ଯୁବକ ATRNEWS BUREAU 14 Feb 2019 ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଦିନକୁ ଦିନ ରାଜ୍ୟରେ ନାବାଳିକାଙ୍କ ଉପରେ ବଢ଼ି ଚାଲିଛି ଅତ୍ୟାଚାର । ସେ ଦୁଷ୍କର୍ମ ହେଉବା ମାଡ । ମାନସିକ ଏବଂ ଶାରିରୀକ ନିର୍ଯ୍ୟାତନା ଭୋଗୁଛନ୍ତି ନାବାଳିକାମାନେ । ତେବେ ... Read More »
CRIME ODISHA ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ଦୁର୍ନୀତିର ତଦନ୍ତ କରିବ ଇଡି ATRNEWS BUREAU 13 Feb 2019 ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଳାହାଣ୍ଡି ଜିଲ୍ଳା ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ଦୁର୍ନୀତି ମାମଲାର ଆର୍ଥିକ କାରବାରର ତଦନ୍ତ କରିବ । କାଗଜପତ୍ର ଜାଲିଆତି କରି ଆଡମିଶନ ଓ କସନ ମନି ... Read More »