ଅପରାଜିତା ଏବଂ ନବୀନଙ୍କ ସାକ୍ଷାତକାରକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା
ଭୁବନେଶ୍ୱର (ଏଟିଆର ବ୍ୟୁରୋ); ମଙ୍ଗଳବାର ବିଜେପି ସାଂସଦ ଅପରାଜିତା ଷଢ଼ଙ୍ଗୀ ଏବଂ ନବୀନ ପଟ୍ଟନାୟକଙ୍କ ସୌଜନ୍ୟ ମୂଳକ ସାକ୍ଷାତକାର ହୋଇଥିଲା । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା । ଅପରାଜିତାଙ୍କ ସାକ୍ଷାତକାରକୁ ...