ମା’ ଦୁର୍ଗାଙ୍କର ପ୍ରଖର ବିଶ୍ୱାସରୁ ସୃଷ୍ଟି ଯୋଗିନୀମାନଙ୍କୁ ନେଇ ନିର୍ମିତ ଚଉଷଠୀ ଯୋଗିନୀ ମନ୍ଦିର
ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶାର ଖୋର୍ଦ୍ଧା ଜିଲ୍ଲାର ହୀରାପୁର ଗାଁରେ ଏକ ପୁରାତନ ଯୋଗିନୀ ପୀଠ ତଥା ଚଉଷଠୀ ଯୋଗିନୀ ମନ୍ଦିର ଅବସ୍ଥିତ । ଏହି ମନ୍ଦିର ୧୯୫୩ ମସିହାରେ ଓଡିଶା ରାଜ୍ୟ ସଂଗ୍ରହାଳୟର ...