ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୟୁପିଏସସି ୨୦୨୩ ରେଜଲ୍ଟ ପ୍ରକାଶ ପାଇଛି । ଏଥିରେ ପ୍ରଥମ ସ୍ଥାନ ଅଧିକାର କରି ଟପ୍ପର ହୋଇଛନ୍ତି ଆଦିତ୍ୟ ଶ୍ରୀବାସ୍ତବ । ଦ୍ୱିତୀୟ ସ୍ଥାନରେ ଅଛନ୍ତି ଓଡିଶାର ଅନିମେଷ ଓ ତୃତୀୟ ସ୍ଥାନରେ ଅଛନ୍ତି ଦୋନୁର ଅନନ୍ୟ ରେଡ୍ଡୀ ।
୨୦୨୩ ୟୁପିଏସସି ରେ ମୋଟ ୧୦୧୬ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ୟୁପିଏସସି ୨୦୨୩ର ରେଜଲ୍ଟ ୟୁପିଏସସି ୱେବସାଇଟରେ ଉପଲବ୍ଧ ରହିଛି ।