ମୁମ୍ବାଇ (ଏଟିଆର ନ୍ୟୁଜ): ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ରହସ୍ୟ ଖୋଲିନି । ଏବେ ପୁଣି ଆତ୍ମହତ୍ୟା କରିଛନ୍ତି ଆଉଜଣେ ଅଭିନେତା । ୟେ ରିସ୍ତା ହେଁ ପ୍ୟାର କେ ସିରିଏଲର ଅଭିନେତା ସମୀର ଶର୍ମା ୪୪ ବର୍ଷରେ ମୁମ୍ବାଇର ମାଲାଡ ସ୍ଥିତ ବାସ ଭବନରେ ଆତ୍ମହତ୍ୟା କରିଛନ୍ତି । ସମୀରଙ୍କୁ ତାଙ୍କ ବାସଭବନରୁ ଝୁଲୁଥିବା ଦେଖିବାକୁ ମିଳିଥିଲା ପରେ ତାଙ୍କୁ ମାଲାଡ ପୋଲିସ ଝୁଲନ୍ତା ଅବସ୍ଥାରେ ଶବକୁ କାଢିଥିଲେ । ସେ ପ୍ରାୟ ତିନି ଦିନ ପୂର୍ବରୁ ଆତ୍ମହତ୍ୟା କରିଥିବା କଥା ଜଣା ପଡିଛି ।
ସମୀର ରହୁଥିବା ଘରର ସିକ୍ୟୁରିଟି ଗାର୍ଡ ତାଙ୍କ ଆତ୍ମହତ୍ୟା ବାବଦରେ ଜାଣିବା ପରେ ମାଲାଡ ପୋଲିସକୁ ଜଣାଇଥିଲେ । ଏହା ପରେ ପୋଲିସ ସେ ରହୁଥିବା ଘରେ ପହଞ୍ଚିଥିଲେ । ପୋଲିସ ପହଞ୍ଚିଲା ସମୟରେ ସମୀରଙ୍କ ଶରୀରର ଅବସ୍ଥା କ୍ଷୟ ହେବାକୁ ଲାଗିଥିଲା । ସେ ତାଙ୍କ ରୁମରେ କୌଣସି ସ୍ୟୁସାଇଡ ନୋଟ ରଖି ନାହାନ୍ତି ବୋଲି ସୂଚନା ମିଳିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024