ମୁମ୍ବାଈ: ପ୍ରକୃତରେ ବଲିଉଡ଼ ଇଣ୍ଡଷ୍ଟ୍ରିରେ ଅଭିନୟ କରିବା ପାଇଁ ହେଲେ ପ୍ରଥମେ ନିଜର ସୌନ୍ଦର୍ୟ୍ୟତାକୁ ବୃଦ୍ଦି କରିବା ପାଇଁ ପଡ଼ିଥାଏ । ଏଥିପାଇଁ ପ୍ରାୟତଃ ଅନେକ ସୁନ୍ଦର କଳାକାର ବଲଳିଉଡ଼ରେ ଡ଼େବ୍ୟୁ କରିଥାନ୍ତି । ଏପରି କିଛି କଳାକାର ଅଛନ୍ତି ଯେଉଁମାନେ ନିଜର ଅଭିନୟ ସମ୍ନାରେ ସୁନ୍ଦରତାକୁ ପଛରେ ପକାଇଛନ୍ତି । ତଥାବି ଅଭିଜ୍ଞତା କଳାକରଙ୍କ ଅପେକ୍ଷା ସୁନ୍ଦର କଳାକରଙ୍କ ଡ଼ିମାଣ୍ଡ ଅଧିକ। ତେବେ ବର୍ତ୍ତମାନ ବଲିଉଡ଼ର ସୌନ୍ଦର୍ୟ୍ୟତା ପ୍ରଥା ନୂତନ ଟ୍ରେଣ୍ଡରେ ପରିଣତ ହୋଇଛି। ଏଥିପାଇଁ କିଛି କଳାକାର ନିଜକୁ ଆଉ ଟିକେ ଅଧିକ ସୁନ୍ଦର କରିବା ପାଇଁ ଶରୀରର ବିଭିନ୍ନ ଅଙ୍ଗର ଅସ୍ତ୍ରପ୍ରଚାର(ସର୍ଜରୀ) କରୁଛନ୍ତି । ଏହି ଅସ୍ତ୍ରପ୍ରଚାର କିଛି କଳାକାରଙ୍କୁ ସୁନ୍ଦର କରିଛି ତ କିଛିଙ୍କୁ ପୂର୍ବ ଅପେକ୍ଷା ଅଧିକ ବିକୃତ କରିଛି । ତେବେ ଆସନ୍ତୁ ନଜର ପକାଇବା କଳାକାର ମାନଙ୍କର ସର୍ଜରୀ ପୂର୍ବ ଏବଂ ପର ଫଟୋ ଉପରେ..
ଆୟିଶା ଟାକିଆ
ଅନୁଷ୍କା ଶର୍ମା
ନର୍ଗିଶ ଫକ୍ରି
କୋଇନା ମିତ୍ରା
କଙ୍ଗନା ରାଣାଓ୍ଵତ
ଶିଳ୍ପା ସେଟ୍ଟୀ
କଟ୍ରିନା କୈଫ