ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଓଡିଆ ବୁଣାକାରଙ୍କ କଳାକୃତି , ସମ୍ବଲପୁରୀ ସାଢିରେ ଚମକିଲେ ବିଦ୍ୟା ବାଲାନ । ଓଡିଶା ତାର କାରୀଗରି କାମ ପାଇଁ ସବୁ ସ୍ଥାନରେ ପରିଚିତ । ସେହିଭଳି ଆଜି ମଧ୍ୟ ଓଡିଶାର ସମ୍ବଲପୁରୀ ସାଢିକୁ ଓ ସାଢିରେ ହୋଇଥିବା ଚିତ୍ତାକର୍ଷକୁ ପସନ୍ଦ କରିଛନ୍ତି ବଲିଉଡର ଟ୍ୟାଲେଣ୍ଟେଡ ଅଭିନେତ୍ରୀ ବିଦ୍ୟାବାଲାନ । ବିଦ୍ୟା ବାଲାନଙ୍କ ନୂଆ ଫିଲ୍ମ ଶକୁନ୍ତଳାର ଟ୍ରେଲର ଏବେ ଓଟିଟି ପ୍ଲାଟଫର୍ମରେ ଆସି ସାରିଛି ତେଣୁ ଫିଲ୍ମର ପ୍ରମୋସନ ପାଇଁ ବିଦ୍ୟାବାଲାନ ସମ୍ବଲପୁରୀ ସାଢିକୁ ପିନ୍ଧିଥିଲେ । ସେ ରମାକାନ୍ତ ମେହେରଙ୍କ ଦ୍ୱାରା ତିଆରି ହୋଇଥିବା ସମ୍ବଲପୁରୀ ସାଢିକୁ ପସନ୍ଦ କରିଛନ୍ତି ଓ ଓଡିଶାର ହସ୍ତତନ୍ତ ଶିଳ୍ପକୁ ବଢାଇବା ଦରକାର ବୋଲି ତାଙ୍କ ଟ୍ୟୁଟର ଆକାଉଣ୍ଟ କହିଛନ୍ତି । କେବଳ ବିଦ୍ୟା ବାଲାନଙ୍କ ମନକୁ ନୁହେଁ ବିଶେଷକରି ଓଡିଶାର ସମ୍ବଲପୁରର ବୁଣାକାରମାନେ ନିଜ କାର୍ୟ୍ୟ ଦ୍ୱାରା ବିଶ୍ୱକୁ ଚକିତ କରିଦେଇଛନ୍ତି। ସାଧାରଣ ମଣିଷଠାରୁ ଆରମ୍ଭ କରି ସେଲିବ୍ରିଟି ଏବଂ ସମାଜସେବୀ ପର୍ୟ୍ୟନ୍ତ ଦଶନ୍ଧି ଧରି ସମ୍ବଲପୁରୀ ବୁଣାକାରଙ୍କ ଦକ୍ଷତା ପାଇଁ ସମସ୍ତେ ପ୍ରଶଂସା କରିଆସୁଛନ୍ତି ।
ତେବେ ସକୁନ୍ତଳା ଫିଲ୍ମର ରିଲ୍ିଜ ଦିନ ମଧ୍ୟ ସେ ସମ୍ବଲପୁର ସାଢି ପିନ୍ଧିବେ ବୋଲି କହିଛନ୍ତି । ପ୍ରସିଦ୍ଧ ମ୍ୟାଥମେଟିସିଆନ ଶକୁନ୍ତଳା ଦେବୀଙ୍କ ଜୀବନି ଉପରେ ହୋଇଛି ଶକୁନ୍ତଳା ଫିଲ୍ମ । ଟ୍ରେଲରୁ ଦେଖିବାରୁ ମିଳିଛି ବିଦ୍ୟା ଏହି ଫିଲ୍ମରେ ଜଣେ ମା, ଜଣେ ସ୍ତ୍ରୀ ଓ ଜଣେ ଶିକ୍ଷୟତ୍ରୀର ଚରିତ୍ରକୁ ଅସି ସୁନ୍ଦର ଭାବେ ବଖାଣୀ ପାରିଛନ୍ତି ।
JUST IN
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଭବାନୀପାଟଣା | 26 Apr 2024
-
ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ | 25 Apr 2024
-
ସକାଳ ସାଢେ ୮ ସୁଦ୍ଧା ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଅନୁଗୁଳ | 25 Apr 2024