ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ସାମାନ୍ୟ ହ୍ରାସ ପାଇଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩୦୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭୯୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୨୮୯ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୪୫୪ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Cuttack: 325
8. Deogarh: 69
9. Dhenkanal: 71
10. Gajapati: 63
11. Ganjam: 46
12. Jagatsinghpur: 74
13. Jajpur: 149
14. Jharsuguda: 69
15. Kalahandi: 77
16. Kandhamal: 24
17. Kendrapada: 49
18. Keonjhar: 39
19. Khurda: 652
20. Koraput: 44
21. Malkangiri: 30
22. Mayurbhanj: 109— I & PR Department, Odisha (@IPR_Odisha) February 1, 2022
23. Nawarangpur: 84
24. Nayagarh: 110
25. Nuapada: 106
26. Puri: 42
27. Rayagada: 40
28. Sambalpur: 75
29. Sonepur: 35
30. Sundargarh: 216
31. State Pool: 125New recoveries: 8181
Cumulative tested: 27686482
Positive: 1252326
Recovered: 1201546
Active cases: 42098— I & PR Department, Odisha (@IPR_Odisha) February 1, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୮୧୮୧ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୫୨୩୨୬ ରହିଥିବା ବେଳେ ୪୨୦୯୮ ଜଣ ଚିକିତ୍ସିତ ହେଉଛନ୍ତି ।