ଭୁବନେଶ୍ୱର (ଏଟିଆର): ଦିନକୁ ଦିନ ଚିନ୍ତା ବଢ଼ାଉଛି ମହାମାରୀ କରୋନା । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏବେ ପୁଣି ନୂତନ 4241 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୫୦୨ ଜଣ କୱାରେଣ୍ଟିନ ସେଣ୍ଟରରୁ ହୋଇଥିବା ବେଳେ ୧୭୩୯ ଜଣ ସ୍ଥାନୀୟ ଅଂଚଳର । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଙ ଜିଲ୍ଲାରୁ କେତେ ନଜର ପକାନ୍ତୁ ।
Covid-19 Report For 16th September
New Positives Cases: 4241
In quarantine: 2502
Local contacts: 1739(Details of local contacts will be shared by concerned Dist Administration)
District Wise Cases
1. Angul: 84
2. Balasore: 141
3. Bargarh: 149
4. Bhadrak: 72
5. Balangir: 44— I & PR Department, Odisha (@IPR_Odisha) September 17, 2020
22. Mayurbhanj: 147
23. Nawarangpur: 107
24. Nayagarh: 94
25. Nuapada: 99
26. Puri: 291
27. Rayagada: 66
28. Sambalpur: 91
29. Sonepur: 129
30. Sundargarh: 154
31. State Pool: 330New Recovery: 4121
Cumulative Tested: 2619601
Positive: 167161
Recovered: 129859
Active Case: 36580— I & PR Department, Odisha (@IPR_Odisha) September 17, 2020