ଫ୍ଲୋରିଡା ( ଏଟିଆର ବ୍ୟୁରୋ): ନାସା ସଫଳତାର ସହିତ ଉତକ୍ଷପଣ କଲା ନାସା ସ୍ପେସଏକ୍ସ ଡେମୋ ୨ କୁ । ଆମେରିକା ୯ ବର୍ଷ ପର ପୃଥୀବିରୁ ମହାକାଶଚାରୀ ପଠାଇଛି । ଏନେଇ ନାସାର ଆଡମିନିଷ୍ଟ୍ରେଟର ଜିମ ବ୍ରାଇଡେନଷ୍ଟିନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଆମେରିକୀୟ ସମୟ ଅନୁସାରେ ଅପରାହ୍ନ ୩ ଟା ୨୨ ମିନିଟରେ ରକେଟକୁ ଉତକ୍ଷପଣ କରାଯାଇଥିଲା । ୨ ଜଣ ମହାକାଶଚାରୀ ଯାତ୍ରା କରିଛନ୍ତି ।
Liftoff! pic.twitter.com/DRBfdUM7JA
— SpaceX (@SpaceX) May 30, 2020
"I've heard that rumble before, but it's a whole different feeling when you've got your own team on that rocket. They are our team. They are America's team. This is #LaunchAmerica." — Administrator @JimBridenstine pic.twitter.com/E75QOPSFoY
— NASA (@NASA) May 30, 2020
ସୂଚନା ଅନୁସାରେ ଏକ ଘରୋଇ କମ୍ପାନୀ ନିଜ ଖର୍ଚ୍ଚରେ ମହାକାଶକୁ ନିଜ ଖର୍ଚ୍ଚରେ ରକେଟ ଲଞ୍ଚ କରିଛି । ତେବେ ନାସାର ପ୍ରଶାସନ ଏନେଇ ଟ୍ୱିଟ କରି କହିଛି ୯ ବର୍ଷରେ ପ୍ରଥମ ଥର ପାଇଁ ଆମେ ଆମେରିକୀୟ ମହାକଶାଚାରୀ ରକେଟ ଜରିଆରେ ଆମେରିକା ମାଟିରୁ ପ୍ରେରଣ କରିଛୁ । ଆମେ ନାସା ଏବଂ ସ୍ପେସଏକ୍ସ ଟିମକୁ ନେଇ ଗର୍ବ ଅନୁଭବ କରୁଛୁ ।