ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ବଜାରରେ ହୋଣ୍ଡା ଲଞ୍ଚ୍ କରିବ ନିଜର ୨୦୦ ସିସି ବାଇକ । ଅଗଷ୍ଟ ୨୭ରେ ଏହି ବାଇକ୍ ଲଞ୍ଚ୍ ହେବ । ହୋଣ୍ଡା କମ୍ପାନୀ ଭାରତରେ ସିବି ହର୍ନେଟ୍ ୨୦୦ ଆର୍ ଲଞ୍ଚ୍ କରିବ । ଏହି ବାଇକ୍ ହୋଣ୍ଡା ସିବି ହର୍ନେଟ୍ ୧୬୦ ସିସିର ନୂଆ ଭାରିଏଣ୍ଟ୍ ହେବ ।ଏହାବ୍ୟତୀତ କମ୍ପାନୀ ହର୍ନେଟ ୨୦୦ ସିସିକୁ ଏକ କମ୍ପ୍ୟୁଟର୍ ବୋଲି କହିଛି କାରଣ ଏହାର ଫିଚର ସେହି ପ୍ରକାର ରହିଛି । ଏହି ଗାଡି କମଫଟେବଲ୍ ରହିବା ସହିତ ଷ୍ଟାଇଲିସ ମଧ୍ୟ ରହିଛି ।
ସିବି ହର୍ନେଟ୍ ୨୦୦ ବାଇକ୍ ଲଞ୍ଚ୍ କରି କମ୍ପାନୀ ୨୦୦ ସିସି ବାଇକ୍ ସେଗମେଣ୍ଟରେ ପ୍ରବେଶ କରିଛି । ଏହି ବାଇକ୍ ୧ ଲକ୍ଷ ୪୦ ହଜାର ଟଙ୍କାରେ ଉପଲବ୍ଧ ହେବ ।
ହୋଣ୍ଡା ସିବି ହର୍ନେଟ୍ ୨୦୦ ଆର୍ ସେଗମେଣ୍ଟର କେଟିଏମ ୨୦୦ ଡ୍ୟୁକ୍ ଓ ଆପାଚୀ ଆରଟିଆର ୨୦୦କୁ ଟକ୍କର ଦେବ । ଏହା ସହ କମ୍ପାନୀ କିଛି ଦିନ ପୂର୍ବରୁ ଏକ ରେଟ୍ରୋ ସ୍କୁଟରର ଡିଜାଇନ୍ ଲଞ୍ଚ୍ କରିଛି । ଯାହାକୁ ନେଇ କମ୍ପାନୀ ନୂଆ ସ୍କୁଟର ବଜାରକୁ ଆଣିବ ବୋଲି ଜଣାପଡୁଛି । ହୋଣ୍ଡା କମ୍ପାନୀ ଏବେ ନିଜର ଫିଚରକୁ ବଦଳାଉଛି ଯାହା ଦ୍ୱାରା ଗ୍ରାହକମାନେ ଗାଡି ପ୍ରତି ଆକୃଷ୍ଟ ହୋଇପାରିବେ ଓ ଗାଡିର ବିକ୍ରି ମଧ୍ୟ ଅଧିକ ମାତ୍ରାରେ ହୋଇ ପାରିବ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024