ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଇଫୋନ ସବୁଠାରୁ ମହଙ୍ଗା ଓ ଏହାକୁ ଚଲାଇବା ପାଇଁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ଆପଲ୍ ମଧ୍ୟ ନୂଆ ନୂଆ ଆଇଫୋନ୍ ମାର୍କେଟରେ ଲଞ୍ଚ୍ କରୁଛି । ଅନେକ ଏହି ଫୋନକୁ ନକିଣିଲେ ମଧ୍ୟ ଏହାର ଫିଚର୍ ବିଷୟରେ ଅବଗତ ରହିଥାନ୍ତି । କାହିଂକିନା ଏହାର ଫିଚର ବହୁତ ଆକର୍ଷଣୀୟ ରହିଥାଏ । ତେବେ ଆଇଫୋନ -୧୨ ମାର୍କେଟକୁ ଆସିବାକୁ ଯାଉଛି । ଏହି ଫୋନ୍ ଅକ୍ଟୋବର ୧୩ରେ ଲଞ୍ଚ୍ ହେବ ବୋଲି ସୂଚନା ମିଳୁଛି । ଲଞ୍ଜ ତାରିଖ ପରେ ଆଇଫୋନ୍-୧୨ର ପ୍ରି ଅର୍ଡର୍ସ ବା ପ୍ରି ବୁକିଙ୍ଗ ଆରମ୍ଭ ହେବ । ଏହା ଅକ୍ଟୋବର ୨୩ରୁ ମାର୍କେଟରେ ଉପଲବ୍ଧ ହେବ ।
ତେବେ ଜାଣନ୍ତୁ ଏହାର ଏହାର ଦାମ୍ ଓ ଫିଚର୍ସ ବିଷୟରେ –
ରିପୋର୍ଟ ଅନୁସାରେ, ଆଇଫୋନ୍-୧୨ର ଦାମ୍ ଆଇଫୋନ୍-୧ଠୁ ଅଧିକ ରହିବ । ଏଥିରେ ୫ଜି ସପୋର୍ଟ ରହିବ । ସେହିପରି ଏହାର ଦାମ୍ ୬୯୯ରୁ ୭୪୯ ଡଲାର ମଧ୍ୟରେ ରହିବ । ଏଥିରେ ୬୪ ଜିବି ଷ୍ଟୋରେଜ୍, ୧୨ ଏମପିର ତ୍ରିପଲ୍ କ୍ୟାମେରା, ୬.୧ ଇଞ୍ଚ୍ ଡିସପ୍ଲେ ରହିଛି । ଏହାର ରାମ୍ ମଧ୍ୟ ୬ ଜିବି ।
ତେବେ ଆପଲ ଆଇଫୋନ୍ ୧୨ ସହ ଆଇଫୋନ୍-୧୨ ପ୍ରୋ ମଧ୍ୟ ଲଞ୍ଚ୍ କରିବ । ଏହାସହ ଆଇଫୋନ-୧୨ ପ୍ରୋ ମ୍ୟାକ୍ସ ଓ ଆଇଫୋନ-୧୨ ମିନି ମଧ୍ୟ ବଜାରରେ ଉପଲବ୍ଧ ହେବ । ଏହାର ଅତି ଖାସ ଫିଚର ପାଇଁ ଗ୍ରାହକ ଉତ୍ସାହିତ ଅଛନ୍ତି ବୋଲି ଜଣା ପଡିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024