ମୁମ୍ବାଇ(ଏଟିଆର ବ୍ୟୁରୋ):ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ପଦାକୁ ଆସିଥିଲା ୨୫ ବଲିଉଡ କଳାକାରଙ୍କ ଡ୍ରଗ୍ସ ମାମଲା । ଏହା ଆସିବା ପରେ ପ୍ରାୟ ବଲିଉଡର ପ୍ରଶଂସକ ଓ ବଲିଉଡ କଳାକାରଙ୍କର ନିଦ ଉଡି ଯାଇଛି । ବଲିଉଡରେ ଏବେ ଲାଗିଛି ଡ୍ରଗ୍ସ ନେବାର ଧାବା । ବଲିଉଡ ପାର୍ଟୀରେ ଡ୍ରଗ୍ସ ବ୍ୟବହାର ହେବା କଥା ସାମ୍ନାକୁ ଆସିଛି । ତେବେ ପୂର୍ବରୁ ରିୟା ୨୫ ଜଣଙ୍କ ନାମ ଏନସିବି ଆଗରେ କହିଥିବା ବେଳେ । ରିୟା ଚକ୍ରବର୍ତ୍ତୀ, ଡ୍ରଗ୍ ବେପାରୀ ଇତ୍ୟାଦି ସହ ଜଡିତ ଲୋକମାନେ ବଲିଉଡର ଅନେକ ବଡ ନାମ ପ୍ରକାଶ କରିଛନ୍ତି। ଏନସିବି ଦୁଇଟି ଏଫ୍ଆଇଆର୍ ପଞ୍ଜୀକୃତ କରିଥିଲା, ଯାହା ଉପରେ କାର୍ୟ୍ୟ ଦ୍ରୁତ ଗତିରେ କରାଯାଉଛି । ଏନସିବି ରାଡାରରେ ବର୍ତ୍ତମାନ ୫୦ ଟି ବଲିଉଡ ସେଲିବ୍ରେଟ୍ ଅଛନ୍ତି । ଅନେକ କଳାକାରଙ୍କୁ ଏନସିବି ସମନ ଜାରି କରିଥିବା ବେଳେ ଆଉ କିଛି ଅଭିନେତା ଓ ଅଭିନେତାଙ୍କୁ ଆଗକୁ ସମନ ଜାରି କରିବ ବୋଲି ନିଷ୍ପତି ନେଇଛି । ତେବେ ଏହି ଡ୍ରଗ୍ସ ମାମଲାରେ ଆସନ୍ତା କାଲି ଏନସିବି ଦିପିକା ପାଦୁକୋନଙ୍କୁ ଜେରା କରିବ ବୋଲି ସୂଚନା ମିଳିଛି ।
JUST IN
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଭବାନୀପାଟଣା | 26 Apr 2024
-
ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ | 25 Apr 2024
-
ସକାଳ ସାଢେ ୮ ସୁଦ୍ଧା ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଅନୁଗୁଳ | 25 Apr 2024