ନୂଆଦିଲ୍ଲୀ(ଏଟିଆରବ୍ୟୁରୋ): ନୂତନ ବର୍ଷର ଆରମ୍ଭ ନହେଉଣୁ ମିଳିଳାଣି ଉପହାର । ସମସ୍ତ ସରକାରୀ କର୍ମଚାରୀଙ୍କୁ ନବବର୍ଷ ଉପଲକ୍ଷେ ମୋଦି ସରକାରଙ୍କ ପକ୍ଷରୁ ମିଳିଲା ଉପହାର । ଆଜି ନ୍ୟାସନାଲ ପେନସନ ସ୍କିମ(ଏନପିଏସ)ରେ ପରିବର୍ତ୍ତନ ସହ ସରକାର ମଧ୍ୟ ନିଜର ଯୋଗଦାନ ବଢାଇଛନ୍ତି ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ପୂର୍ବରୁ ଏହି ସ୍କିମରେ ସରକାରଙ୍କ ଯୋଜନା ୪ ପ୍ରତିଶତ ରହିଥିଲା । କିନ୍ତୁ ଆଜି ତାହା ପରିବର୍ତ୍ତନ ହୋଇ ୧୪ପ୍ରତିଶତ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଏହାସହ ପୂରା ରାଶିରୁ ୬୦ ପ୍ରତିଶତ ରାଶି ଟ୍ରାନ୍ସଫର ମଧ୍ୟ ହେଇପାରିବ । ପୂର୍ବରୁ ଏହା ୪୦ ପ୍ରତିଶତ ରହିଥିବା ବେଳେ ଏବେ ତାହାକୁ ବଢାଇ ଦିଆଯାଇଛି । ଏବେ କର୍ମଚାରୀଙ୍କ ପାଖରେ ଆୟ ଉପାôଦ କିମ୍ବା ସେୟାର ଇକ୍ୱିଟିରେ ନିବେଶର ବିକଳ୍ପ ନିଶ୍ଚିୟ ରହିଥିବ । କର୍ମଚାରୀମାନେ ଅବସର ସମୟରେ ଏନପିଏସରରେ ଜମାଧନର କିଛି ବି ଅଂଶ ବାହାର ନକରି ୧୦୦ ପ୍ରତିଶତ ପେନସନ ଯୋଜନା ହସ୍ତାନ୍ତର କରିବା ଦରକାର । ତାହାଲେ ଯାଇଁ ତାଙ୍କ ପେନସନ ଶେଷଥର ପାଇ ୫୦ପ୍ରତିଶତରୁ ଅଧିକ ହେବ । ଏନପିଏସ ହେଉଛି ଏକ ରିଟାୟାରମେଣ୍ଟ ସେଭିଂ ଆକାଉଣ୍ଟ । ଏହି ଯୋଜନା ଭାରତ ସରକାରଙ୍କ ପକ୍ଷରୁ ୨୦୦୪ ଜାନୁଆରୀ ୧ରୁ ପ୍ରଥମେ ସରକାରୀ କର୍ମଚାରୀଙ୍କ ପାଇଁ ଆରମ୍ଭ ହୋଇଥିଲା । ପରେ ଏହି ଯୋଜନା ଅନ୍ୟ କର୍ମଚାରୀଙ୍କ ଲାଗି ମଧ୍ୟ ଲାଗୁ କରି ଦିଆଯାଇଥିଲା ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024