ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କୃଷି ବିଲ୍ କୁ ନେଇ କଂଗ୍ରେସ ସମେତ ବିରୋଧୀ ଦଳ ପକ୍ଷରୁ ସରକାରଙ୍କୁ ଟାର୍ଗେଟ କରାଯାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ବି ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାରେ ଲାଗିଛନ୍ତି । ପୁଣି ଥରେ ଏହି ପ୍ରସଙ୍ଗୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରି ପ୍ରଶ୍ନ କରିଛନ୍ତି ରାହୁଲ । ସେ ଅଭିଯୋଗ କହିଛନ୍ତି କି କୃଷକମାନଙ୍କୁ ପୁଞ୍ଜିପତିଙ୍କ ଗୁଲାମ କରାଇବାରେ ଲାଗିଛନ୍ତି ପ୍ରଧାନମନ୍ତ୍ରୀ ।
ଏନେଇ ସେ ଟ୍ୱିଟ କରି କହିଛନ୍ତି କି ମୋଦି ସରକାରଙ୍କ କୃଷି ବିରୋଧୀ କଳା ଆଇନ ଦ୍ୱାରା କୃଷକଙ୍କୁ ଏପିଏମସି/ କୃଷକ ମାର୍କେଟ ଶେଷ ହେବା ଦ୍ୱାରା ଏମଏସପି କିଭଳି ମିଳିବ? କାହିଁକି ଏମଏସପି ର ଗ୍ୟାରେଣ୍ଟି ନାହିଁ? ମୋଦି ଜୀ , କୃଷକଙ୍କୁ ପୁଞ୍ଜିପତିଙ୍କ ଗୁଲାମ କରୁଛନ୍ତି, ଯାହାଦ୍ୱାରା ଦେଶ କଦାପି ସଫଳ ହୋଇପାରିବ ନାହିଁ ।
मोदी सरकार के कृषि-विरोधी ‘काले क़ानून’ से किसानों को:
1. APMC/किसान मार्केट ख़त्म होने पर MSP कैसे मिलेगा?
2. MSP की गारंटी क्यों नहीं?मोदी जी किसानों को पूँजीपतियों का ‘ग़ुलाम' बना रहे हैं जिसे देश कभी सफल नहीं होने देगा।#KisanVirodhiNarendraModi
— Rahul Gandhi (@RahulGandhi) September 20, 2020