ମୁମ୍ବାଇ (ଏଟିଆର ବ୍ୟୁରୋ): ଆୟକର ବିଭାଗ ପକ୍ଷରୁ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ମିଳିଛି ନୋଟିସ । ଏହି ନୋଟିସରେ ଆୟକର ବିଭାଗ ପକ୍ଷରୁ ପୂର୍ବ ନିର୍ବାଚନରେ ସେ ଦାଖଲ କରିଥିବା ଆଫିଡେଭିଟ ଉପରେ ସ୍ପଷ୍ଟିୀ କରଣ ମଗାଯାଇଛି । ତେବେ କିଛି ଦିନ ତଳେ ଶରତ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କୁ ମଧ୍ୟ ଆୟକର ବିଭାଗ ପକ୍ଷରୁ ସମନ ଜାରି କରାଯାଇଥିଲା ।
ଏହାସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଆଦିତ୍ୟ ଠାକରେଙ୍କୁ ମଧ୍ୟ ସମନ ପଠାଇଥିଲା । ଏହି ନୋଟିସ ସମ୍ପର୍କରେ ପାୱାର କହିଛନ୍ତି ତାଙ୍କୁ ଏହି ନୋଟିି ମିଳିଛି । ଏବଂ ସେମାନେ ଏଭଳି ନୋଟିସ ପଠାଇବାକୁ ଭଲ ପାଆନ୍ତି ବୋଲି ପାୱାର କହିଛନ୍ତି ।
ଅନ୍ୟପଟେ ନିର୍ବାଚନ କମିଶନ ନିକଟରେ ଏହି ସମସ୍ତ ହେବିୱାଟ ନେତା ମଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ଅଭିଯୋଗ ହେବା ପରେ ଆୟକର ବିଭାଗ ପକ୍ଷରୁ ଏହି ନୋଟିସ ପଠାଯାଇଥିବା ନେଇ ସ୍ପଷ୍ଟିକରଣ ରଖିଛି ଆୟକର ବିଭାଗ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024