ମୁମ୍ବାଇ(ଏଟିଆର ବ୍ୟୁରୋ): ସୋନୁ ଇଜ୍ ରିଅଲ ହିରୋ । ଏହି କଥାକୁ କେହି ଅମାନ୍ୟ କରି ପାରିବେ ନାହିଁ । କାରଣ କୋଭିଡ- ୧୯ ଆରମ୍ଭ ହେବା ପରଠାରୁ ମୁମ୍ବାଇରେ ରହୁଥିବା ପ୍ରବାସୀଙ୍କୁ ସହାୟତା କରିଆସୁଛନ୍ତି ସୋନୁ ସୁଦ୍ । ପ୍ରବାସୀ ରୋଜଗାର ମିଶନ ମାଧ୍ୟମରେ ହଜାର ହଜାର ଶ୍ରମିକଙ୍କୁ ଚାକିରି ଦେଇଛନ୍ତି ସୋନୁ । ବର୍ତ୍ତମାନ ସୋନୁ ପ୍ରବାସୀଙ୍କୁ ଘର ଦେବା ଯୋଜନା କରୁଛନ୍ତି । ଅସହାୟଙ୍କ ପାଇଁ ନିଜ ଜୀବନକୁ ସମର୍ପି ଦେଇଥିବା ସୋନୁଙ୍କୁ ଯିଏ ଯେଉଁଠୁ ବି ସାହାଯ୍ୟ ପାଇଁ ଗୁହାରି କରୁଛି, ଦେବଦୂତ ସାଜି ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି ଅସହାୟଙ୍କ ଭଗବାନ । ଅସହାୟ ପ୍ରବାସୀ ଭାଇଭଉଣୀଙ୍କୁ ଏବେ ଘର ଯୋଗାଇ ଦେବେ ଶ୍ରମିକଙ୍କ ଭଗବାନ ସୋନୁ ସୁଦ । ୨୦,୦୦୦ ଘର କରିଦେବା ନେଇ ଟ୍ୱିଟ୍ କରି ପ୍ରତିଶ୍ରୁତି ଦେଇଛନ୍ତି ବଲିଉଡ ଅଭିନେତା ଓ ଅସହାୟଙ୍କ ସାହାରା ସୋନୁ । ସେ ଟ୍ୱିଟରରେ ଲେଖିଛନ୍ତି ମୁଁ ବର୍ତ୍ତମାନ ୨୦,୦୦୦ପ୍ରବାସୀ ଶ୍ରମିକଙ୍କ ପାଇଁ ଆବାସ ପ୍ରଦାନ କରିବାକୁ ଯାଉଛି, ଯେଉଁମାନଙ୍କୁ ନୋଏଡାରେ ପ୍ରବାସୀ ରୋଜଗାର ମାଧ୍ୟମରେ ପୋଷାକ ୟୁନିଟରେ ଚାକିରି ଯୋଗାଇ ଦିଆଯାଇଥିଲା। ଜଦି ଏହି ଭଳି ସଂକଟ ସମୟରେ ପ୍ରବାସୀ ଭାଇ ଭଉଣୀଙ୍କର କିଛି ଅସୁବାଧା ହୁଏ ତେବେ ମୁଁ ତାଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024