ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଛେଚା ଖାଇଲେ ବସ ଡ୍ରାଇଭର , ମହଙ୍ଗା ପଡିଲା କମେଣ୍ଟ ମରା । ଦିନକୁ ଦିନ ମହିଳା ମାନଙ୍କ ପ୍ରତି ହେଉଥିବା ଅସମ୍ମାନ ତଥା ଅଶ୍ଳିଳ ଇଙ୍ଗିତ ର ସିମା ବଢୁଥିବା ବେଳେ ଆଜି ବାଦ ପଡିନି ବସ ଡ୍ରାଇଭରର ଚୁଗୁଲିଆମି । ମହିଳାଙ୍କୁ କମେଣ୍ଟ ମାରି ଖୋବା ଖାଇଲେ ବସ ଡ୍ରାଇଭର । ଖାଲି ସେତିକି ନୁହେଁ ଲୋକ ମାନଙ୍କ ଆକ୍ରୋଶର ଶିକାରରୁ ବର୍ତ୍ତୀ ନାହାନ୍ତି କଣ୍ଡକ୍ଟର । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡା ବଜାରରେ । ବସରେ ଯାତ୍ରା କରୁଥିବା ମହିଳାଙ୍କୁ ବାରମ୍ବାର କମେଣ୍ଟ କରିଥିଲେ ଆଶା ଗୋବିନ୍ଦ ବସ ଡ୍ରାଇଭର । ମହିଳାଙ୍କ କହିବାନୁସାରେ ଡ୍ରାଇଭରଙ୍କ ଏପରି ଆଚରଣକୁ ସେ ବହୁବାର ବିରୋଧ କରିବା ପରେ ମଧ୍ୟ ଡ୍ରାଇଭର ବିଲକୁଲ ସୁଧୁରିନଥିଲେ । ଶେଷରେ ମହିଳା ଜଣକ ବସରୁ ଓଲ୍ଲାଇ ନିଜ ଚପଲରେ ବସ ଡ୍ରାଇବରକୁ ଉ ତ୍ତମ ମଧ୍ୟମ ଦେଇଥିଲେ । ଖାଲି ସେତିକି ନୁହେଁ ବସରେ ଥିବା ଅନ୍ୟ ଯାତ୍ରୀ ମାନେ ମଧ୍ୟ ବସ ଡ୍ରାଇଭରକୁ ମାଡ ମାରିଥିବା ଜଣାପଡିଛି । ତେବେ ପୋଲିସ ଘଟଣା ସ୍ଥଳେ ପହଞ୍ଚି ଉତ୍ତେଜନା କୁ ଆୟତ କରିଥିଲେ । ଅନ୍ୟପଟେ ବସ ଡ୍ରାଇଭର କୁ ପୋଲିସ ଅଟକ ରଖିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024