ମଧ୍ୟପ୍ରଦେଶ ( ଏଟିଆର ବ୍ୟୁରୋ) ; ମଧ୍ୟପ୍ରଦେଶର ଭୁମିହୀନ ଗରିବ ମାନଙ୍କ ଦିଲ୍ଲୀ ଅଭିମୁଖେ ବାହାରିଥିବା ଏକ ରାଲିକୁ ସହଯୋଗ କରିବା ପାଇଁ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀ ଶନିବାର ଗୋଆଲିଅର ଠାରେ ପହଁଚିଛନ୍ତି ।
ରାହୁଳଙ୍କୁ ମଧ୍ୟପ୍ରଦେଶ କଂଗ୍ରେସ ଅଧକ୍ଷ କମଲନାଥ ,ନିର୍ବାଚନ ପ୍ରଚାର କମିଟି ମୁଖ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ପାର୍ଟିର ଅନ୍ୟ ନେତାମାନେ ସ୍ୱାଗତ କରିଛନ୍ତି ।
ରାହୁଳ ଗାନ୍ଧୀ ସମୟ ପ୍ରାୟ ୧୨.୩୦ରେ ଗୋଆଲିଅର ଠାରେ ପହଁଚିଛନ୍ତି । ସେଠାରୁ ସେ ହେଲିକାପ୍ଟର ଯୋଗେ ମୋରେନା ଜିଲ୍ଲା ଗସ୍ତ କରିଛନ୍ତି । ରାଜ୍ୟ କଂଗ୍ରେସର ଜଣେ ନେତାଙ୍କ ସୂଚନା ଅନୁଯାୟୀ ରାହୁଳ ମୋରେନା ଜିଲ୍ଲା ପାର୍ଟି ମୁଖ୍ୟାଳୟରେ କର୍ମି ମାନଙ୍କୁ ଊଦବୋଧନ ଦେବେ ।
ସୂଚନା ଅନୁଯାୟୀ, ଗତ ଗୁରୁବାର ଠାରୁ ରାଜ୍ୟର ଭୁମିହୀନ ଗରିବ ମାନେ ପାଦରେ ଚାଲି ଚାଲି ଦିଲ୍ଲୀ ଅଭିମୁଖେ ଆସୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ପ୍ରାୟ ୩୬ କିଲୋମିଟର ବାଟ ଅତିକ୍ରମ କରିସାରିଲେଣି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024