ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ସେକ୍ସ ରାକେଟ ଉପର ରୋକ ଲଗାଇବାକୁ ଆକ୍ସନ ମୁଡରେ ଏବେ କମିଶନରେଟ ପୁଲିସ । ଗତକାଲି ସହିଦନଗର ଥାନା ଅଞ୍ଚଳରେ ଏକ ଘର ଉପରେ ପୁଲିସ ଚଢ଼ାଉ କରିଥିବା ବେଳେ ଆଜି ସ୍କାନରକୁ ଆସିଛି କ୍ୟାପିଟାଲ ଥାନା ଅଧିନରେ ଥିବା ଏଚ ଟୁ ଓ ସ୍ପା ସେଣ୍ଟର । ପୁଲିସ ଅଚାନକ ସେଠାରେ ଚଢ଼ାଉ କରି ୮ଜଣ ବିଦେଶୀ ଯୁବତୀଙ୍କୁ ଉଦ୍ଧାର କରିବା ସହ ୭ଜଣ ଗ୍ରାହକଙ୍କୁ ଅଟକ ରଖିଛି । ଦୀର୍ଘଦିନ ହେବ ବାପୁଜୀନଗର ଅଞ୍ଚଳରେ ଥିବା ଏହି ସ୍ପାରେ ମସାଜ ଆଳରେ ସେକ୍ସ କାରବାର ଚାଲୁଥିବା ନେଇ ଅଭିଯୋଗ ହୋଇଥିଲା । ପୁଲିସ ପୂରା ଘଟଣା ଉପରେ ନଜର ରଖିଥିଲା । ଆଜି ସୂଚନା ମିଳିବା ପରେ ଅଚାନକ ରେଡ ମାରିଥିଲା ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024