ବରଗଡ ( ଏଟିଆର ବ୍ୟୁରୋ ) ; ସନ୍ଦେହ ଘେରରେ ଭାଇଭଉଣୀଙ୍କ ମୃତ୍ୟୁ । ଭାଇଭଉଣୀଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ । ରାତ୍ରଭୋଜନ ସାରି ଶୋଇଇବାକୁ ଗଲେ ଭାଇଭଉଣୀ କିନ୍ତୁ ପରଦିନ ସକାଳେ ଆଉ ଉଠିଲେନି ଉଭୟେ । ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ସିଂହପାଲି ଗ୍ରାମରେ । ଏଭଳି ରହସ୍ୟଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଆଜି ସକାଳେ ସିଂହପାଲି ଗ୍ରାମର ଏକ ଘରୁ ଭାଇଭଉଣୀଙ୍କ ମୃତଦେହ ଜବଦ କରିଛି ପୋଲିସ ।
ସୁଚନା ଅନୁସାରେ , ସିଂହପାଲି ଗ୍ରାମର ଦାଶରଥୀ ମେହେରଙ୍କ ପୁଅ ବିକାସ ମେହେର ଓ ଝିଅ ମୀନତି ମେହେର ଗତକାଲି ରାତିରେ ରାତ୍ର ଭୋଜନ ସାରି ଶୋଇବାକୁ ଯାଇଥିଲେ । ତେବେ ପରଦିନ ସକାଳ ହେବା ରୁ ସେମାନେ ଆଉ ଉଠିନଥିଲେ । ତାଙ୍କୁ ଯେତେ ଉଠାଇବାକୁ ଚେଷ୍ଟା କରାଯାଇଥିଲେ ବି ଭାଇ ଭଉଣୀ ବିଝଣା ରୁ ଉଠିନଥିଲେ । ବିଝଣା ରେ ଥିବା ଭାଇଭଉଣୀଙ୍କର ମୃତ୍ୟୁ ହୋଇଥିବା ଜାଣି ପରିବାର ଲୋକେ ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଲରେ ପୋଲିସ ପାହଞ୍ଚି ପ୍ରଥମେ ଶବ କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024