ସମ୍ୱଲପୁର(ଏଟିଆର ବ୍ୟୁରୋ):ବନ୍ଦ ହୋଇଛି ହୀରାକୁଦ ଜଳ ଭଣ୍ଡାରର ଆଉ ୩ ଟି ଗେଟ । ଜଳ ସ୍ତର ବଢି ଥିବାରୁ ୧୪ ଟି ଗେଟ ଖୋଲିଥିଲା । ଜଳ ଭଣ୍ତାର ଜଳ ସ୍ତର ହ୍ରାସ ପାଉଥିବାରୁ ପର୍ୟ୍ୟାୟ କ୍ରମେ ଗେଟ ବନ୍ଦ ହେଉଛି । ପୁର୍ବରୁ ୧୪ ଟି ଖୋଲା ଥିବା ବେଳେ ଆଜି ସକାଳେ ୩ ଟି ଗେଟ ବନ୍ଦ ହୋଇଛି । ଆଜି ସକାଳ ସୁଦ୍ଧା ଜଳ ଭଣ୍ତାର ଜଳ ସ୍ତର ୬୨୪.୦୨ ଘନ ଫୁଟ ରହିଛି । ତେବେ ସେକେଣ୍ତ ପ୍ରତି ୧ ଲକ୍ଷ ୯୮ ହଜାର ୩୧୨ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ମୋଟ ୧୧ ଟି ଗେଟ ଯୋଗେ ୧ ଲକ୍ଷ ରୁ ଉର୍ଦ୍ଧ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଏବେ ମାତ୍ର ୧୧ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024