ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବଢିଲା ଓମଫେଡ୍ କ୍ଷୀର ଦର । ଓମଫେଡର ବର୍ଦ୍ଧିତ ଦର ଆଜିଠୁ ଲାଗୁ ହୋଇଛି । ଲିଟର ପିଛା ୪ ଟଙ୍କା ବୃଦ୍ଧି ହୋଇଛି । ବର୍ଦ୍ଧିତ ୪ ଟଙ୍କାରୁ ୩ଟା ୫୦ ପାଇବେ ଦୁଗ୍ସଚାଷୀ ।
ନୂତନ ଦର ଲାଗୁ ହେବା ପରେ ଟୋନ୍ଡ କ୍ଷୀର ଲିଟର ପିଛା ଦର ୪୬ ଟଙ୍କା, ଚା ସ୍ପେଶାଲ କ୍ଷୀର ୫୦ ଟଙ୍କା, ଗୋଲ୍ଡ ଓ ପ୍ରିମିୟମ କ୍ଷୀର ୫୨ ଟଙ୍କା ହୋଇଛି ।