ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମିଟର ଉପର ତଳ ହେବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୭୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩୦ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୦୮ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 18th Oct
New Positive Cases: 73
Of which 0-18 years: 8
In quarantine: 43
Local contacts: 30(Details of local contacts will be shared by concerned District)
1. Balasore: 5
2. Cuttack: 7
3. Deogarh: 2
4. Ganjam: 2
5. Jagatsinghpur: 3
6. Jajpur: 2— I & PR Department, Odisha (@IPR_Odisha) October 19, 2022
7. Jharsuguda: 1
8. Kalahandi: 6
9. Khurda: 8
10. Mayurbhanj: 3
11. Nayagarh: 1
12. Nuapada: 3
13. Puri: 8
14. Sambalpur: 7
15. Sundargarh: 14
16. State Pool: 1New recoveries: 100
Cumulative tested: 33742867
Positive: 1335635
Recovered: 1325873
Active cases: 507— I & PR Department, Odisha (@IPR_Odisha) October 19, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୧୦୦ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୫୬୩୫ ରହିଥିବା ବେଳେ ୫୦୭ ଜଣ ଚିକିତ୍ସିତ ହେଉଛନ୍ତି ।