ବଲାଙ୍ଗିର(ଏଟିଆର ବ୍ୟୁରୋ):ଦିନକୁ ଦିନ ସାଇବର କ୍ରାଇମ୍ ଯେଉଁଭଳି ଭାବରେ ଦୃତଗତିରେ ବଢିଚାଲିଛି । ଏହା ଏବେ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏଥିରୁ ରକ୍ଷା ପାଇବା ପାଇଁ ପୋଲିସ ଅନେକ ପଦକ୍ଷପମାନ ଗ୍ରହଣ କରୁଛି ସତ କିନ୍ତୁ ଏହା ସେପରି କିଛି ଆଖି ଦୃଷ୍ଟିଆ କାମ ଦେଉନାହିଁ । କେବଳ ଯେ ସାଧାରଣ ଲୋକ ଏଥିପାଇଁ ଅସୁବିଧା ଭୋଗ କରୁଛନ୍ତି ତାହା ନୁହେଁ ଅଭିନେତା ଠାରୁ ଆରମ୍ଭ କରି ରାଜନେତା ସମସ୍ତେ ଏହାର କରାଳ ଜାଲରେ । ପାଟଣାଗଡ ବିଧାୟକସରୋଜ ମେହେରଙ୍କ ସହ ଘଟିଛି ଏହିଭଳି ଏକ ଘଟଣା । ତାଙ୍କ ନାମରେ କେହି ଜଣେ ଅସାମାଜିକ ଲୋକ ଫେସବୁକରେ ଏକ ନକଲି ଆକାଉଣ୍ଟ ଖୋଲି ଠକେଇ ଉଦ୍ୟମ କରୁଥିଲେ । ହେଲେ ବଲାଙ୍ଗିର ପୋଲିସ ସେହି ଯୁବକକୁ ବସଷ୍ଟାଣ୍ଡରୁ ମାଡି ବସିଲା ପୋଲିସ । ସୂଚନା ମୁତାବକ, ଯୁବକ ଜଣକ ବିଧାୟକଙ୍କର ନକଲି ଆକାଉଣ୍ଟ ଖୋଲି ଗୋଟିଏ ମୋବାଇଲ ଦୋକାନକୁ ମୋବାଇଲଟିଏ ପଠାଇବାକୁ ମେସେଜ କରିଥିଲେ । ଦୋକାନୀ ମାଲିକ ଜଣକ ବିଧାୟକଙ୍କୁ ଭେଟିବା ପରେ ଏ ବାବଦରେ କହିଥିଲେ । ଏହାଏକ ଫେକ୍ ଆକାଉଣ୍ଟ ବୋଲି ଜାଣିବା ପରେ ବିଧାୟକ ପୋଲିସ ପାଖରେ ଅଭିଯୋଗ କରିଥିଲେ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024