ବ୍ରହ୍ମଗିରି ( ଏଟିଆର ବ୍ୟୁରୋ) : ରାତି ପାହିଲେ ନିର୍ବାଚନ । ଅନ୍ଧାରୀ ବିଜେ ପାଇଁ କିଛି ବି ଯୋଜନା ହୋଇପାରେ । ନିର୍ବାଚନକୁ ଦୁର୍ନିତି ମୁକ୍ତ କରିବା ପାଇଁ ନିର୍ବାଚନ କମିଶନ ଗଂନ କରିଛନ୍ତି ନିର୍ବାଚନ ଫ୍ଲାଇ ସ୍କ୍ୱାଡ । ବିଭିନ୍ନ ସ୍ଥାନରୁ ଯାହା ବର୍ତ୍ତମାନ ବିପୁଳ ଟଙ୍କା ଜବତ କରୁଛି । କୋଉଠି ଟଙ୍କା ଫୋପାଡି ଚାଳକ ଫେରାର ହେଇଯାଉଛି ତ ପୁଣି ଆଉ କେଉଁଠି ମୁଣ୍ଡ ଟିଣ କରି ଦେଉଛି ଫ୍ଲାଇ ସ୍କ୍ୱାଡ । ଆଜି ଜଣେ ବାଇକ ଚାଳକଙ୍କ ନିକଟରୁ ପ୍ଲାଇଂ ସ୍କ୍ୱାଡ ଜବତ କରିଛି ୧୪ ଲକ୍ଷ ୬୮ ହଜାର୫ ଶହ ଟଙ୍କା । ଘଟଣା ଘଟିଛି ବ୍ରହ୍ମଗିରି – ସାତପଡା ଏନଏଚ ସୁନାମୁହିଁ ଛକ ନିକଟରେ । ବାଇକ ଡିକିରୁ ଏହି ଟଙ୍କା ଜବତ ହୋଇଛି । ଏତେ ପରିମାଣର ଟଙ୍କା କୁଆଡେ ଓ କାହିଁକି ଯାଉଥିଲା ତାକୁ ନେଇ ତଦନ୍ତ ଜାରି ରହିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024