ଭୁବନେଶ୍ୱର (ଏଟିଆର ବ୍ୟୁରୋ) ଢ଼େଙ୍କାନାଳ ବେଲଟିକିରିରେ ହୋଇଥିବା ସେଲଟର ହୋମର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ଆସିବେ NCPCR ଟିମ । ତେବେ ଏନେଇ ମୁଖ୍ୟ ସଚିବଙ୍କୁ ଚିଠି ମାଧ୍ୟମରେ ଜଣାଇଛି ଟିମ । ୯ଟି ଟିମ ତଦନ୍ତ କରିବା ପାଇଁ ଆସିବେ ବୋଲି ସୂଚନା ଦେଇଛନ୍ତି । ଢ଼େଙ୍କାନାଳ ବେଲଟିକିରି ସମେତ ରାଜ୍ୟର ୧୮ଟି ଜିଲ୍ଲାର ୫୬ଟି ସେଲଟର ହୋମ ବୁଲି ଦେଖିବେ । ଏହି ଟିମ ଦୁଇ ଦିନ ରହିବା ସହ ସମସ୍ତ ସେଲଟର ହୋମ ବୁଲି ତଦନ୍ତ କରିବା ପରେ ଏକ ରିପୋର୍ଟ ପ୍ରଦାନ କରିବେ । ସେଲଟର ହୋମରେ ରହୁଥିବା ଝିଅଙ୍କ ଉପରେ ନିର୍ଯ୍ୟାତନା ବଢ଼ୁଥିବା ଘଟଣା ପ୍ରଚାର ହେବା ପରେ ଚର୍ଚ୍ଚା ଜୋର ଧରିଥିଲା । ଏଣୁ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଆସୁଛନ୍ତି ଟିମ । ଆଜି ଭୁବନେଶ୍ୱରରେ ଆସି ପହଁଞ୍ଚିବ ଏହି ଟିମ୍ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024