ଭୁବନେଶ୍ୱର ( ଏଟିଆର ): ଆସନ୍ତା କାଲି ଚଳିତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତ ଦାନ । ଯାହାକୁ ନେଇ ଚାରି ଆଡେ ବର୍ତ୍ତମାନ ନିର୍ବାଚନ ତାତି । ସୂଚନା ଅନୁସାରେ ଚଳିତ ବର୍ଷ ବହୁତ ନୂତନ ଭୋଟର ଭୋଟ ଦେବେ । ଏ ଭିତରେ କିଛି ମତଦାତାଙ୍କୁ ଭୋଟର କାର୍ଡ ମିଳିଥିବା ବେଳେ ଅନେକଙ୍କୁ ମିଳିନି । ଯାହା ଫଳରେ ଭୋଟର ତାଲିକାରେ ସେମାନଙ୍କ ନାମ ଥିବା ବେଳେ କାର୍ଡ ନଥିବାରୁ କେମିତି ଭୋଟ ଦେବେ ତାକୁ ଚିନ୍ତାରେ । ଆହୁରି ମଧ୍ୟ ଯେଉଁ ମାନଙ୍କର ଭୋଟ ପରିଚୟ ଥିଲେ ସୁଦ୍ଧା ହଜିଯାଇଛି ସେମାନେ ମଧ୍ୟ କେମତି ଭୋଟ ଦେବେ ତାକୁ ନେଇ ଆଶଙ୍କା ଭିତରେ ଅଛନ୍ତି । କିନ୍ତୁ ଏହି ସମସ୍ୟାର ସମାଧାନ ପାଇଁ ଁ ଚଳିତ ଥର ନିର୍ବାଚନ କମିସନରଙ୍କ ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ।
ଆସନ୍ତୁ ଜାଣିବା ଭୋଟ ପରିଚୟ ପତ୍ର ନଥିଲେ କେମିତି ଦେବେ ଭୋଟ ?
-ଭୋଟର ପରିଚୟ ପତ୍ର
– ଡ୍ରାଇଭିଙ୍ଗ ଲାଇସେନ୍ସ
-ଫଟୋଥିବା ସରକାରା ଚାକିରି ପରିଚୟ ପତ୍ର
-ଫଟୋ ଥିବା ବ୍ୟାଙ୍କ ପାସବୁକ ଓ ପୋଷ୍ଟ ଅଫିସ
-ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସ୍ୱାସ୍ଥ୍ୟ ବୀମା ସ୍ମାର୍ଟ କାର୍ଡ
– ସାଂସଦ ଓ ବିଧାୟକଙ୍କୁ ଦିଆଯାଇଥିବା ପରିଚୟ ସରକାରୀ ପରିଚୟ ପତ୍ର
-ମନରେଗା ଜବ କାର୍ଡ
-ଫଟୋଥିବା ପେନସନ ଦସ୍ତାବିଜ
-ଏନ୍ପିଆର ସ୍ମାର୍ଟ କାର୍ଡ
-ପାସପୋର୍ଟ
– ପାନ କାର୍ଡ
– ଆଧାର କାର୍ଡ
ଏହି ସବୁ ଭିତରୁ ଯଦି ଆପଣଙ୍କ ପାଖରେ ଅଛି । ଆପଣ ବିନା ଭୋଟର ପରିଚୟ ମାଧ୍ୟମରେ ଭୋଟ ଦେଇ ପାରିବେ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024