ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମା ସନ୍ତୋଷୀଙ୍କୁ ମା ଦୁର୍ଗାଙ୍କ ସ୍ୱରୂପ ବୋଲି କୁହାଯାଏ । ଦେବୀ ଦୁର୍ଗାଙ୍କ ଦୟାଳୁ, ଶୁଦ୍ଧ ଏବଂ କୋମଳ ରୂପ ହେଉଛନ୍ତି ସନ୍ତୋଷୀ । ମହିଳାମାନେ ଉତ୍ସାହର ସହିତ ସନ୍ତୋଷୀ ମାଙ୍କ ପୂଜା କରିଥାନ୍ତି । କୁହାଯାଏ କି ଯଦି କୌଣସି ମହିଳା ୧୬ ଶୁକ୍ରବାର ପୂଜା କରନ୍ତି ତେବେ ତାଙ୍କ ଘରେ ସର୍ବଦା ସୁଖ-ଶାନ୍ତି ବଳବତ୍ତର ରହିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ବିଧିରେ କରିବେ ସନ୍ତୋଷୀମାତାଙ୍କ ପୂଜା ।
– ପୂଜା ଆରମ୍ଭ କରିବା ପୂର୍ବରୁ ସ୍ନାନ କରନ୍ତୁ ଏବଂ ଧଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ।
– ମନ ଭିତରେ ଗଣେଶ ଭଗବାନଙ୍କୁ ପୂଜା କରନ୍ତୁ ।
– ଘରର ଉତ୍ତର କୋଣରେ ପୂଜା କରିବା ଉଚିତ୍ ।
– ପୂଜା ସ୍ଥାନରେ ଧଳା ରଙ୍ଗର କପଡା ରଖନ୍ତୁ ଏବଂ ତାହା ଉପରେ ସନ୍ତୋଷୀ ମାଙ୍କ ଫଟୋ ରଖନ୍ତୁ ।
– ଏହାପରେ କଳଶରେ ଗୁଡ, କଏନ ଏବଂ ଚଣା ପକେଇ ରଖନ୍ତୁ ।
– ଗାଇ ଘିଅରେ ଦୀପ ଜଳାନ୍ତୁ ।
– ଏହାପରେ ଚାଉଳ, ଧଳା-ନାଳି ରଙ୍ଗର ଫୁଲ ଏବଂ ନଡିଆ ଚଢାନ୍ତୁ ।
– ମାତା ସନ୍ତୋଷୀଙ୍କୁ ଲାଲ ରଙ୍ଗର ସୂତା ଏବଂ ସିନ୍ଦୁର ଅର୍ପଣ କରନ୍ତୁ ।
– ଚାଉଳରେ ତିଆରି ଖୀରି ଭୋଗ ଲଗାନ୍ତୁ ।
– ପୂଜା ପରେ ସେହି ପ୍ରସାଦକୁ ଘରର ସଦସ୍ୟଙ୍କୁ ବାଣ୍ଟନ୍ତୁ ।
– କଳଶରେ ରଖାଯାଇଥିବା ଚଣା ଓ ଗୁଡକୁ ଗାଇକୁ ଅର୍ପଣ କରନ୍ତୁ ।
– ଶୁକ୍ରବାର ପୂଜା ଖଟା ଜିନିଷ ବାରଣ ।
– ଧ୍ୟାନ ରଖିବା ଉଚିତ କି ଖଟା ଜିନିଷ ଯେପରିକି ଦହି, ତେନ୍ତୁଳି, ଆମ୍ବ, ଟମାଟରକୁ ସେବନ କରିବେନି କି ସ୍ପର୍ଶ ମଧ୍ୟ କରିବେନି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024