ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ହେଉଛି ମହାଶିବରାତ୍ରୀ । ଏହା ଭଗବାନ ଶିବଙ୍କର ଏକ ବଡ ପର୍ବ । ଆଜିର ଦିନରେ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରତଠାରୁ ନେଇ ପୂଜା ବିଧି ଯାଏଁ ବିଭିନ୍ନ ଉପାୟ କରିଥାନ୍ତି ଭକ୍ତ । ବିଶ୍ୱାସ ରହିଛି କି ଯଦି ଶ୍ରଦ୍ଧା ମନରେ ବ୍ରତ ଓ ପୂଜା କରାଯିବ ତେବେ ସମସ୍ତ ଫଳ ପ୍ରାପ୍ତି ହେବ । ତେବେ ଆସନ୍ତୁ ଜାଣିବା କେଉଁ ବିଧିରେ ପୂଜା କରିବେ । ପ୍ରସାରେ ଶିବଙ୍କୁ କଣ ଚଢାଇବେ ।
ଏହି ପୂଜା ବିଧିରେ କରନ୍ତୁ ଆରାଧନା:
– ଭଗବାନ ଶିବଙ୍କୁ ପୂଜା ସମୟରେ ସଫା ଆସନରେ ବସି ଆରଧନା କରନ୍ତୁ ।
– ପୂଜାର ସମସ୍ତ ସାମଗ୍ରୀକୁ ଏକାଠି ରଖି ଦୀପ ଜଳାନ୍ତୁ ।
– ଜଳାଭିଶେକ ପରେ ଶିବ ପାଠ କରନ୍ତୁ । ଖୀର, ଦହି, ମହୁ, ପାଣିରେ କରନ୍ତୁ ଭଗବାନ ଶିବଙ୍କୁ ଅଭିଶେକ ।
– ଶିବଲିଙ୍ଗରେ ବେଲପତ୍ର ଚଢାଇ ହାତ ଯୋଡି ପ୍ରାର୍ଥନା କରନ୍ତୁ ।
– ପୂଜା ପରେ ଭଗବାନଙ୍କୁ ନିଜ ଭୁଲର କ୍ଷମା ମାଗନ୍ତୁ । ଏହାପରେ ନିଜ ଇଛା ପ୍ରାପ୍ତିର କାମନା କରନ୍ତୁ ।
ଏହି ଜିନିଷରେ କରନ୍ତୁ ଶିବଙ୍କୁ ଆରାଧନା:
ଭୋଳାନାଥଙ୍କର ପ୍ରିୟ ହେଉଛି ଭାଙ୍ଗ, ଦୁର୍ଦୁରା, ବେଲପତ୍ର, କନିଅର । ଏହାଦ୍ୱାରା ଭଗବାନଙ୍କୁ ପୂଜା କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇ ବରଦାନ ପ୍ରାପ୍ତି କରିଥାନ୍ତି ।
ଭଗବାନ ଶିବଙ୍କ ପୂଜାରେ ସିନ୍ଦୁର ଚଢାଇବାର ଖାସ୍ ପରମ୍ପରା ରହିଛି । ବୈଦ୍ୟନାଥ ଧାମକୁ ଭୋଳାନାଥଙ୍କ ପୀଠ ବୋଲି କୁହାଯାଇଥାଏ । ଏଠାରେ ଶିବଙ୍କ ସହିତ ମାତା ପାର୍ବତୀଙ୍କର ମଧ୍ୟ ବିଧି ବିଧାନ ସହିତ ପୂଜା କରାଯାଇଥାଏ । ଶିବରାତ୍ରୀ ମହିଳାଙ୍କ ପାଇଁ ବହୁତ ଖାସ୍ ହୋଇଥାଏ । ଏହିଦିନ ମହିଳାମାନେ ଶ୍ରଦ୍ଧା ମନରେ ପୂଜା କରିବା ସହ ସିନ୍ଦୁର ଚଢାଇଥାନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024