ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ମା ଶରଶ୍ୱତୀ ଙ୍କୁ ଜ୍ଞାନର ଦେବୀ ବୋଲି କୁହାଯାଏ । ଆହୁରି ମଧ୍ୟ କୁହାଯାଏ କି ଯେଉଁ ବ୍ୟକ୍ତିଙ୍କ ଉପରେ ମା ଶରଶ୍ୱତୀଙ୍କ କୃପା ରହିଥାଏ ତାଙ୍କ ଘରେ ମା ଶରଶ୍ୱତୀଙ୍କ ସହିତ ସର୍ବଦା ଧନ ଦେବୀ ମା ଲକ୍ଷ୍ମୀଙ୍କ ନିବାସ ମଧ୍ୟ ହୋଇଥାଏ । ଏହାସହିତ ମା ଶରଶ୍ୱତୀଙ୍କୁ ପ୍ରସନ୍ନ କରିବା ପାଇଁ କିଛି ଉପାୟ ମଧ୍ୟ କରିବା ଉଚିତ୍ ।
ଏହାସହିତ ଶରଶ୍ୱତୀ ଚାଳିଶା ପାଠ କରିବା ଜରୁରୀ । ଏହାକୁ ପାଠ କରିବା ଦ୍ୱାରା ଜ୍ଞାନ ମାର୍ଗ ଖୋଲିଥାଏ । ଏହାଦ୍ୱାରା ମନ ଶାନ୍ତି ଏବଂ ଏକାଗ୍ରଚିତ ରହିଥାଏ । ସେଥିପାଇଁ ବିଦ୍ୟାର୍ଥୀଙ୍କୁ ଶରଶ୍ୱତୀ ଚାଳିଶା ପାଠ କରିବା ଉଚିତ୍ । କୁହାଯାଏ କି ଶରଶ୍ୱତୀ ଚାଳିଶା ପାଠ କରିବା ଦ୍ୱାରା ଜାତକରେ ବୁଧ ଗ୍ରହ ମଜବୁତ ହୋଇଥାଏ । ଶରଶ୍ୱତୀ ଚାଳିଶା ପାଠ କରିବା ଦ୍ୱାରା ପ୍ରତ୍ୟେକ କ୍ଷେତ୍ରରେ ଯଶ ଏବଂ ଐଶ୍ଚର୍ଯ୍ୟ ପ୍ରାପ୍ତି ହୋଇଥାଏ । ସେଥିପାଇଁ ସ୍ନାନ ସାରି ନିୟମିତ ଶରଶ୍ୱତୀ ଚାଳିଶା ପାଠ କରିବା ଉଚିତ୍ ।