ଲଞ୍ଚ ହେଲା ଇଲେକ୍ଟ୍ରିକ ସ୍କୁଟର Xero Trend E, ମାତ୍ର ୧୦ ଟଙ୍କାରେ ୧୧୦ କିଲୋମିଟର ଗଡିବ ଗାଡି
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଇଲେକ୍ଟ୍ରିକ ସ୍କୁଟର କମ୍ପାନୀ ଆଭାନ୍ ମୋଟର୍ସ ପକ୍ଷରୁ ଏକ ନୂଆ ସ୍କୁଟର Xero Trend E ଲଞ୍ଚ କରାଯାଇଛି । ବେଙ୍ଗାଲୁରୁରେ ଚାଲୁଥିବା ମୋବାଇଲ ଏକ୍ସପୋ ୨୦୧୯ରେ ଏହି ସ୍କୁଟରକୁ ...