ଟି-୨୦ ମ୍ୟାଚରେ ବାଂଲାଦେଶଠାରୁ ହାରିବା ପରେ ପ୍ରତିକ୍ରିୟା ରଖିଲେ ରୋହିତ ଶର୍ମା
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରବିବାର ନୂଆଦିଲ୍ଲୀ ସ୍ଥିତ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ମ୍ୟାଚ୍ ର ଭାରତ ବନାମ ବାଂଲାଦେଶରେ ବାଜି ମାରିନେଇଥିଲା ବାଂଲାଦେଶ । ଯାହାଫଳରେ ଭାରତକୁ ହାରିବାର ସାମ୍ନା କରିବାକୁ ...