ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗୁଗଲ୍ ନିଜର ଏକ ଆପ୍ କୁ ବନ୍ଦ କରିଛି । ଏହି ଆପ୍ ସେ ୨୦୧୧ ମସିହାରେ ଆରମ୍ଭ କରିଥିଲା । ଦୀର୍ଘ ଦିନ ପରେ ଗୁଗୁଲ୍ ପ୍ଲେ ମ୍ୟୁଜିକ୍ କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ୟୁଟ୍ୟୁବ ମ୍ୟୁଜିକ ଆରମ୍ଭ କରିବାବେଳେ ଏହା ବିଷୟରେ ଜଣା ପଡ଼ି ଯାଇଥିଲା।
ଗୁଗୁଲ୍ ପ୍ଲେ ମ୍ୟୁଜିକ୍ କୁ ୮ବର୍ଷ ତଳେ ୨୦୧୧ମସିହାରେ ଲଞ୍ଚ କରାଯାଇଥିଲା। କିଛି ସମୟ ଯାଏଁ ଏହାକୁ ଭିଟାରେ ରଖାଯାଇଥିଲା ଏବଂ ଏହା ପରେ ୨୦୧୧ମସିହାର ନଭେମ୍ବରରେ ଏହାକୁ ଫାଇନାଲ୍ ଲଞ୍ଚ କରାଯାଇଥିଲା। ଏବର୍ଷ ଅଗଷ୍ଟରେ ଗୁଗଲ୍ ସୂଚନା ଦେଇଥିଲା ଯେ କମ୍ପାନୀ ଏବେ ଗୁଗୁଲ୍ ପ୍ଲେ ମ୍ୟୁଜିକ୍ କୁ ଧୀରେ ଧୀରେ ବନ୍ଦ କରିବ। ତେଣୁ କମ୍ପାନୀ ଏହାକୁ ୟୁଟ୍ୟୁବ ମ୍ୟୁଜିକରୁ ରିପ୍ଲେସ୍ କରୁଛି। ଏବେ ଗୁଗୁଲ୍ ପ୍ଲେ ମ୍ୟୁଜିକ୍ କୁ ଅଫିସିଆଲି ସଟ୍ ଡାଉନ୍ କରାଯାଉଛି। ଗୁଗୁଲ୍ ପ୍ଲେ ମ୍ୟୁଜିକ୍ ଆପ୍ ଓପନ କରିବା ମାତ୍ରେ ଏହି ସର୍ଭିସ୍ ଶଟ୍ ଡାଉନ୍ କରାଯିବାର ମ୍ୟାସେଜ ଦିଆଯାଉଛି।ୟୁଟ୍ୟୁବ୍ ମ୍ୟୁଜିକ୍ ରେ ଆପଣଙ୍କ ପାଖରେ ସବସ୍କ୍ରିପ୍ସନ ଅପ୍ସନ୍ ରହିଛି। ଟଙ୍କା ଦେଇ ଆପଣ ସବସ୍କ୍ରିପ୍ସନ୍ ନେଇପାରିବେ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024